ସମ୍ପ୍‌ରେ ପଶି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଦାୟୀ କିଏ?

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ରାସ୍ତାରେ ଏକ ନିର୍ମାଣାଧୀନ ଘରର ପାଣି ସମ୍ପରେ ପଶି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା। ଅକାଳରେ ଝଡ଼ିଗଲା ୩ଟି ଜୀବନ। ପେଟ ଚାଖଣ୍ଡକ ପାଇଁ ସେମାନେ ଧାଇଁ ଆସିଥିଲେ ପଡ଼ୋଶୀ ରାଜ୍ୟରୁ ଆମ ରାଜଧାନୀକୁ। ଠିକା ଶ୍ରମିକ ଭାବେ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ରାଜଧାନୀ ପାଇଁ ସେମାନେ ସଂପୂର୍ଣ୍ଣ ଭାବେ ନୂଆ, କାରଣ ମାତ୍ର ୩ ସପ୍ତାହ ହେବ ସେମାନେ … Continue reading ସମ୍ପ୍‌ରେ ପଶି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଦାୟୀ କିଏ?